/odisha-reporter/media/post_attachments/uploads/2021/11/maxresdefault-24-1.jpg)
maxresdefault (24) (1)
ଆଗକୁ ଆସୁଛି ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ । ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଛି ପ୍ରଚାର ଖର୍ଚ୍ଚ । ତେଣୁ ସରପଞ୍ଚ ପ୍ରାର୍ଥୀ ମାନେ ଯାହା ବି ଖର୍ଚ୍ଚ କରିବେ, ସେଥିରେ କିଏ ଲାଭରେ ରହିବ ତ ଆଉ କିଏ କ୍ଷତିରେ । ତେଣୁ ସେମାନେ କରିବେ କଣ , ଲୁଟପାତ୍ କରିବେ, ନା ଆଉ କଣ ! ତେବେ ଏହି ତମାମ ବିଶୟକୁ ନେଇ ଏଥରର କିଞ୍ଚିତ କଥାରେ ଆମର ପ୍ରସଙ୍ଗ ‘ମହୁ ଖାଉଛି କିଏ ?’
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
