Advertisment

ଏଥରର କିଞ୍ଚିତ କଥାରେ ‘ମହୁ ଖାଉଛି କିଏ ?’

ଆଗକୁ ଆସୁଛି ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ । ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଛି ପ୍ରଚାର ଖର୍ଚ୍ଚ । ତେଣୁ ସରପଞ୍ଚ ପ୍ରାର୍ଥୀ ମାନେ ଯାହା ବି ଖର୍ଚ୍ଚ କରିବେ, ସେଥିରେ କିଏ ଲାଭରେ ରହିବ ତ ଆଉ କିଏ କ୍ଷତିରେ । ତେଣୁ ସେମାନେ କରିବେ କଣ , ଲୁଟପାତ୍ କରିବେ, ନା ଆଉ କଣ ! ତେବେ ଏହି ତମାମ ବିଶୟକୁ ନେଇ ଏଥରର କିଞ୍ଚିତ କଥାରେ ଆମର ପ୍ରସଙ୍ଗ ‘ମହୁ ଖାଉଛି କିଏ […]

ଅଦ୍ୟତନ ହୋଇଛି
ଏଥରର କିଞ୍ଚିତ କଥାରେ ‘ମହୁ ଖାଉଛି କିଏ ?’

maxresdefault (24) (1)

Advertisment

ଆଗକୁ ଆସୁଛି ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ । ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଛି ପ୍ରଚାର ଖର୍ଚ୍ଚ । ତେଣୁ ସରପଞ୍ଚ ପ୍ରାର୍ଥୀ ମାନେ ଯାହା ବି ଖର୍ଚ୍ଚ କରିବେ, ସେଥିରେ କିଏ ଲାଭରେ ରହିବ ତ ଆଉ କିଏ କ୍ଷତିରେ । ତେଣୁ ସେମାନେ କରିବେ କଣ , ଲୁଟପାତ୍ କରିବେ, ନା ଆଉ କଣ ! ତେବେ ଏହି ତମାମ ବିଶୟକୁ ନେଇ ଏଥରର କିଞ୍ଚିତ କଥାରେ ଆମର ପ୍ରସଙ୍ଗ ‘ମହୁ ଖାଉଛି କିଏ ?’

Advertisment

Odisha Odisha Reporter Kinchit Katha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe