Advertisment

କାହିଁକି ଏମିତି ଲେଖିଲେ ବର୍ଷା?

ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଭିତରେ ଦୁଇ ତାରକାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ, ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ। କାରଣ,ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ଉଭୟ ଅନୁଭବ ଓ ବର୍ଷା ବେଳେବେଳେ ଏମିତି କିଛି ପୋଷ୍ଟ କରନ୍ତି, ଯାହା- ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ମନେ ହୁଏ। ଆଉ ଏହି କ୍ରମରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସାମ୍ନାକୁ ଆସିଛି।

author-image
Manasi Mohapatra
ଅଦ୍ୟତନ ହୋଇଛି
କାହିଁକି ଏମିତି ଲେଖିଲେ ବର୍ଷା?

hqdefault (2) (1)

ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଭିତରେ ଦୁଇ ତାରକାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ, ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ। କାରଣ,ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ଉଭୟ ଅନୁଭବ ଓ ବର୍ଷା ବେଳେବେଳେ ଏମିତି କିଛି ପୋଷ୍ଟ କରନ୍ତି, ଯାହା- ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ମନେ ହୁଏ। ଆଉ ଏହି କ୍ରମରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସାମ୍ନାକୁ ଆସିଛି।

Advertisment

Odisha Odisha Reporter Anubhav Mohanty Barsa Priyadarshini