ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଭିତରେ ଦୁଇ ତାରକାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ, ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ। କାରଣ,ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ଉଭୟ ଅନୁଭବ ଓ ବର୍ଷା ବେଳେବେଳେ ଏମିତି କିଛି ପୋଷ୍ଟ କରନ୍ତି, ଯାହା- ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ମନେ ହୁଏ। ଆଉ ଏହି କ୍ରମରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସାମ୍ନାକୁ ଆସିଛି।
https://www.youtube.com/watch?v=F6nb74fxcNQ