ହାରି ନାହିଁ ମିନା

ବାପା ମାଆ ପର କରି ଆରପାରି କୁ ଚାଲିଯିବା ପରେ ଭାବିଥିଲି ଭାଇ ଭାଉଜ ଅଛନ୍ତି ସେମାନଙ୍କ ପାଖରେ ରହିଯିବି । ହେଲେ ଭାଉଜ କଥାରେ ପଡି ମୋତେ ପର କରିଦେଲା ଭାଇ ।