ଏଣିକି ଫେସବୁକ୍ ଗ୍ରୁପ୍ ଆଡମିନ୍‌ଙ୍କ ହାତକୁ ଆସିବ ଟଙ୍କା

ଏଣିକି ଫେସବୁକ୍ ଗ୍ରୁପ୍ ଆଡମିନ୍‌ଙ୍କ ହାତକୁ ଆସିବ ଟଙ୍କା। ଖୁବ୍ ଶୀଘ୍ର ଆସୁଛି ଫେସ୍ବୁକ୍ ଗ୍ରୁପରେ ମନିଟାଇଜେନ୍ ଫିଚର୍। ଆସୁଛି ନୂଆ ଟୁଲ୍ସ। ରୋଜଗାର କରିପାରିବେ ଗ୍ରୁପ ଆଡମିନ୍।