ହୋଟେଲ ସାଉଥ ସିଟିର ସତ

ରଙ୍ଗୀନ ହେଉଥିଲା ରାତି, ମତୁଆଲା ହେଉଥିଲେ ଗ୍ରାହକ। ସାମ୍ନାକୁ ଆସିଲା ହୋଟେଲ୍‌ ସାଉଥ୍‌ସିଟିର ସାଂଘାତିକ ସତ। ବାରରେ ଉଡୁଥିଲା ଟଙ୍କା, ବିଳମ୍ବିତ ରାତି ଯାଏଁ ଜମୁଥିଲା ଆସର। ଏ ହେଉଛି ସେହି ହୋଟେଲ୍‌, ଯାହା ମନୀଷଙ୍କ ମୃତ୍ୟୁ ପୂର୍ବର ମୂକସାକ୍ଷୀ ।