ଅଧ୍ୟାପକଙ୍କ ଚମତ୍କାରିତା ଦେଖି ସମସ୍ତେ ଚକିତ

ପେଶାରେ ଅଧ୍ୟାପକ କିନ୍ତୁ ନିଶା କିଛି ନୂଆ କରିବା । ବଟାନି ବିଭାଗର ଅଧ୍ୟାପକ ମାନସ ରଞ୍ଜନ ପାଣିଗ୍ରାହୀ ଉଦ୍ଭାବନ କରିଛନ୍ତି ବ୍ୟାଟେରି ଚାଳିତ ସାଇକେଲ ।