ଷୋଡଶ ପୂଜାର ମାହାତ୍ମ୍ୟ

ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। । ୧୬ ଦିନ ଯାଏଁ ଚାଲିବ ଏହି ପୂଜା । ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । କିମ୍ବଦନ୍ତି କହେ ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ