80 ଟଙ୍କାରୁ 1800 କୋଟିର ଯାତ୍ରା…

ହାତରେ ମାତ୍ର 80ଟଙ୍କା ଧରି ଦିନେ ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ତାହା ପହଞ୍ଚିଛି 1800 କୋଟିରେ । କେବଳ ସେତିକି ନୁହେଁ , 46ହଜାରରୁ ଅଧିକ ମହିଳାଙ୍କୁ ବି ସେ ରୋଜଗାର ଯୋଗାଇଛନ୍ତି । ଏ କାହାଣୀ ହେଉଛି ଜଶବନ୍ତିବେନ୍ ଯମୁନାଦାସ ପୋପଟଙ୍କ କାହାଣୀ, ଯିଏ ଆଜି ପଦ୍ମଶ୍ରୀ ପୁରସ୍କାର ପାଇପାରିଛନ୍ତି ।

maxresdefault (21) (1)

Manasi Mohapatra
  • Published: Friday, 12 November 2021
  • , Updated: 12 November 2021, 03:41 PM IST

ହାତରେ ମାତ୍ର 80ଟଙ୍କା ଧରି ଦିନେ ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ତାହା ପହଞ୍ଚିଛି 1800 କୋଟିରେ । କେବଳ ସେତିକି ନୁହେଁ , 46ହଜାରରୁ ଅଧିକ ମହିଳାଙ୍କୁ ବି ସେ ରୋଜଗାର ଯୋଗାଇଛନ୍ତି । ଏ କାହାଣୀ ହେଉଛି ଜଶବନ୍ତିବେନ୍ ଯମୁନାଦାସ ପୋପଟଙ୍କ କାହାଣୀ, ଯିଏ ଆଜି ପଦ୍ମଶ୍ରୀ ପୁରସ୍କାର ପାଇପାରିଛନ୍ତି ।

https://www.youtube.com/watch?v=KOJbwPpZ098

Related story