‘ବାହା ହେବାକୁ ଭୟ ଲାଗୁଛି’

୨୦୨୧ ର ଚର୍ଚ୍ଚିତ ଘଟଣା ତପସ୍ବିନୀ ଓ ସୁମିତଙ୍କ ପାରିବାରିକ ବିବାଦ । ବ୍ରହ୍ମପୁର ସହର ଉଠିଲା ପଡିଲା । ଘରର ଏରୁଣ୍ତି ବନ୍ଧ ଡେଇଁ କଥା ବିଦେଶରେ ପହଞ୍ଚିଲା ଏହାକୁ ନେଇ ଆଜିର ସ୍ବତନ୍ତ୍ର କାର୍ଯ୍ୟକ୍ରମ କ’ଣ କହୁଛି ଓଡିଶା ।