hqdefault (7) (1)
Advertisment
ଭାଗ୍ୟର ଖେଳ ଦେଖନ୍ତୁ-ଯିଏ ଦିନେ ଦୁଇ ଓଳି ଖାଇବାକୁ ପାଉନଥିଲେ, ପେଟ ପାଇଁ ରାସ୍ତାକଡ଼ରେ ଭିକ ମାଗୁଥିଲେ। ତାଙ୍କୁ ମିଳିଛି ଭାରତର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର। ପଦ୍ମଶ୍ରୀ ପାଇଛନ୍ତି ଟ୍ରାନ୍ସଜେଣ୍ଡର ମନ୍ଜାମ୍ମା ଜୋଗାଥୀ। କର୍ଣ୍ଣାଟକର ବାଲାରି ଜିଲ୍ଲାର ମନ୍ଜାମ୍ମାଙ୍କ କାହାଣୀ ଅତି ସଂଘର୍ଷପୂର୍ଣ୍ଣ। ଲୋକନୃତ୍ୟ ପାଇଁ ମନ୍ଜାମ୍ମାଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/hqdefault-7-1.jpg)