ଜଙ୍ଗଲରେ ସାତ ଜୀବନ

4 ବର୍ଷ ତଳେ ପିଲାମାନେ ଖେଳୁଥିବା ସମୟରେ ପାଖ ପଡ଼ୋଶୀଙ୍କ ଘର ପୋଡ଼ିକୁ ନେଇ ସୁରସେନଙ୍କ ପରିବାରକୁ ଜଙ୍ଗଲରେ କାଟିବାକୁ ପଡୁଛି ଜୀବନ ।ତେବେ ପୁରା ଘଟଣା କଣ ଦେଖନ୍ତୁ ଏହି ରିପୋର୍ଟରେ।