Advertisment

ବାହୁବଳୀ ସେବାୟତ ଏବେ ଗୃହବନ୍ଦୀ

ମୋ ଛାତି ଉପରେ ବୁଲଡୋଜର ଚଳାଇ ହେରିଟେଜ କରିଡର କର । କିଛି ନଜଣାଇ ମୋର ଘର ଆଗରେ ପୋଲିସ ଠିଆ କରି ଭାଙ୍ଗିଦେଲେ । ପୁଅକୁ ପୁରୀ ଟାଉନ ଥାନା ପୋଲିସ ଆସି ନେଇଗଲେ ।

author-image
Manasi Mohapatra
ଅଦ୍ୟତନ ହୋଇଛି
ବାହୁବଳୀ ସେବାୟତ ଏବେ ଗୃହବନ୍ଦୀ

maxresdefault (19) (1)

ମୋ ଛାତି ଉପରେ ବୁଲଡୋଜର ଚଳାଇ ହେରିଟେଜ କରିଡର କର । କିଛି ନଜଣାଇ ମୋର ଘର ଆଗରେ ପୋଲିସ ଠିଆ କରି ଭାଙ୍ଗିଦେଲେ । ପୁଅକୁ ପୁରୀ ଟାଉନ ଥାନା ପୋଲିସ ଆସି ନେଇଗଲେ ।

Advertisment

Odisha Odisha Reporter Puri Bahubali Sebayat