ବାହୁବଳୀ ସେବାୟତ ଏବେ ଗୃହବନ୍ଦୀ

ମୋ ଛାତି ଉପରେ ବୁଲଡୋଜର ଚଳାଇ ହେରିଟେଜ କରିଡର କର । କିଛି ନଜଣାଇ ମୋର ଘର ଆଗରେ ପୋଲିସ ଠିଆ କରି ଭାଙ୍ଗିଦେଲେ । ପୁଅକୁ ପୁରୀ ଟାଉନ ଥାନା ପୋଲିସ ଆସି ନେଇଗଲେ ।