Advertisment

କୁଆଡେ ଗଲେ ସାଂସଦ ଅନୁଭବ ମହାନ୍ତି?

ଆଜିକାଲି କେନ୍ଦ୍ରାପଡ଼ାର ସାଂସଦଙ୍କ କୌଣସି ଶ୍ବରଶବ୍ଦ ଶୁଣିବାକୁ ମିଳୁନାହିଁ। ଯେବେଠାରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ତାଙ୍କ ଝଗଡ଼ା ହେଲା ସେବେଠାରୁ ବିଜେଡି ଏହି ସାଂସଦଙ୍କୁ କରଛଡ଼ା କରୁଥିବାର ଦେଖିବାକୁ ମିଳୁଛି। ବୁଧବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ ବିଭିନ୍ନ ବିଭିନ୍ନ ସ୍ଥାନରୁ ଅଲଗା ଅଲଗା ଭାବରେ ସାମିଲ ହୋଇଥିଲେ। ମାତ୍ର ସାଂସଦ ଅନୁଭବ ମହାନ୍ତିଙ୍କୁ କେଉଁଠାରେ ଦେଖିବାକୁ ମିଳିନଥିଲା

କୁଆଡେ ଗଲେ ସାଂସଦ ଅନୁଭବ ମହାନ୍ତି?

maxresdefault (7) (1)

Advertisment

ଆଜିକାଲି କେନ୍ଦ୍ରାପଡ଼ାର ସାଂସଦଙ୍କ କୌଣସି ଶ୍ବରଶବ୍ଦ ଶୁଣିବାକୁ ମିଳୁନାହିଁ। ଯେବେଠାରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ତାଙ୍କ ଝଗଡ଼ା ହେଲା ସେବେଠାରୁ ବିଜେଡି ଏହି ସାଂସଦଙ୍କୁ କରଛଡ଼ା କରୁଥିବାର ଦେଖିବାକୁ ମିଳୁଛି। ବୁଧବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ ବିଭିନ୍ନ ବିଭିନ୍ନ ସ୍ଥାନରୁ ଅଲଗା ଅଲଗା ଭାବରେ ସାମିଲ ହୋଇଥିଲେ। ମାତ୍ର ସାଂସଦ ଅନୁଭବ ମହାନ୍ତିଙ୍କୁ କେଉଁଠାରେ ଦେଖିବାକୁ ମିଳିନଥିଲା

Advertisment

Odisha BjD Odisha Reporter Odisha Politics Anubhav Mohanty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe