କୋହିନୂର ଯାତ୍ରା- କର୍ଣ୍ଣଙ୍କଠୁ ଏଲିଜାବେଥ

ଜଗନ୍ନାଥଙ୍କୁ ଭେଟିରେ ମିଳିଥାନ୍ତା କୋହିନୂର। କାହିଁକି ମିଳିପାରିଲାନି? କାହା ଷଡ଼ଯନ୍ତ୍ରରେ ଓଡ଼ିଶା ଭାଗ୍ୟରୁ ଦୂରେଇ ଗଲା କୋହିନୂର ? କୁନ୍ତି ପୁତ୍ର କର୍ଣ୍ଣଙ୍କ ହାତରେ ଶୋଭା ପାଉଥିଲା। କେମିତି ପହଞ୍ଚିଲା ସୁଦୂର ବ୍ରିଟେନରେ? ହୁମାୟୁନଙ୍କ ସଫଳତାର କାରଣ ସାଜିଥିଲା ଏହି ହୀରା। କେମିତି ହାତ ଛଡ଼ା ହୋଇ ଚାଲିଗଲା ବିଦେଶୀ ହାତକୁ?