ମହିଳା ଡାକ୍ତରଙ୍କୁ ରାସ୍ତାମଝିରେ ମାଡ଼

ଭୁବନେଶ୍ଵର ଲକ୍ଷ୍ମୀସାଗର ଛକ। ନିଜ ମା’ଙ୍କୁ ସାଙ୍ଗରେ ଧରି ଫେରୁଥାନ୍ତି ଲକ୍ଷ୍ମୀସାଗର ଅଂଚଲର ଡାକ୍ତର ଚିନା ଗୁପ୍ତା। ହଠାତ ଦେଖିଲେ ରାସ୍ତାରେ ଏକ ଗାଡି ଥୁଆ ହୋଇଛି। ମହିଳା ଡାକ୍ତର ଜଣକ ଗାଡି ରଖିଥିବା ବ୍ୟକ୍ତି ବିଶ୍ବଜିତ ସ୍ଵାଇଂଙ୍କୁ ଗାଡିକୁ ସାଇଡ କରିବାକୁ କହିବାରୁ..ହଠାତ ସେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ଆଉ ତାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମହିଳା ଡାକ୍ତରଙ୍କୁ ସେହି ରାସ୍ତା ଉପରେ ହିଁ ଚାପୁଡ଼ା ଚାପୁଡ଼ା ପିଟି ଚାଲିଥିଲେ ବୋଲି ଅଭିଯୋଗ ଆଣିଛନ୍ତି […]

For page

For page

Pujarani Nayak
  • Published: Tuesday, 31 May 2022
  • Updated: 31 May 2022, 11:37 AM IST

ଭୁବନେଶ୍ଵର ଲକ୍ଷ୍ମୀସାଗର ଛକ। ନିଜ ମା'ଙ୍କୁ ସାଙ୍ଗରେ ଧରି ଫେରୁଥାନ୍ତି ଲକ୍ଷ୍ମୀସାଗର ଅଂଚଲର ଡାକ୍ତର ଚିନା ଗୁପ୍ତା। ହଠାତ ଦେଖିଲେ ରାସ୍ତାରେ ଏକ ଗାଡି ଥୁଆ ହୋଇଛି। ମହିଳା ଡାକ୍ତର ଜଣକ ଗାଡି ରଖିଥିବା ବ୍ୟକ୍ତି ବିଶ୍ବଜିତ ସ୍ଵାଇଂଙ୍କୁ ଗାଡିକୁ ସାଇଡ କରିବାକୁ କହିବାରୁ..ହଠାତ ସେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ଆଉ ତାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମହିଳା ଡାକ୍ତରଙ୍କୁ ସେହି ରାସ୍ତା ଉପରେ ହିଁ ଚାପୁଡ଼ା ଚାପୁଡ଼ା ପିଟି ଚାଲିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଏହି ମହିଳା ଡାକ୍ତର ଜଣକ।

https://youtu.be/sKDdNM2Xh28

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story