Advertisment

ମହିଳା ଡାକ୍ତରଙ୍କୁ ରାସ୍ତାମଝିରେ ମାଡ଼

ଭୁବନେଶ୍ଵର ଲକ୍ଷ୍ମୀସାଗର ଛକ। ନିଜ ମା’ଙ୍କୁ ସାଙ୍ଗରେ ଧରି ଫେରୁଥାନ୍ତି ଲକ୍ଷ୍ମୀସାଗର ଅଂଚଲର ଡାକ୍ତର ଚିନା ଗୁପ୍ତା। ହଠାତ ଦେଖିଲେ ରାସ୍ତାରେ ଏକ ଗାଡି ଥୁଆ ହୋଇଛି। ମହିଳା ଡାକ୍ତର ଜଣକ ଗାଡି ରଖିଥିବା ବ୍ୟକ୍ତି ବିଶ୍ବଜିତ ସ୍ଵାଇଂଙ୍କୁ ଗାଡିକୁ ସାଇଡ କରିବାକୁ କହିବାରୁ..ହଠାତ ସେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ଆଉ ତାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମହିଳା ଡାକ୍ତରଙ୍କୁ ସେହି ରାସ୍ତା ଉପରେ ହିଁ ଚାପୁଡ଼ା ଚାପୁଡ଼ା ପିଟି ଚାଲିଥିଲେ ବୋଲି ଅଭିଯୋଗ ଆଣିଛନ୍ତି […]

ମହିଳା ଡାକ୍ତରଙ୍କୁ ରାସ୍ତାମଝିରେ ମାଡ଼

For page

Advertisment

ଭୁବନେଶ୍ଵର ଲକ୍ଷ୍ମୀସାଗର ଛକ। ନିଜ ମା'ଙ୍କୁ ସାଙ୍ଗରେ ଧରି ଫେରୁଥାନ୍ତି ଲକ୍ଷ୍ମୀସାଗର ଅଂଚଲର ଡାକ୍ତର ଚିନା ଗୁପ୍ତା। ହଠାତ ଦେଖିଲେ ରାସ୍ତାରେ ଏକ ଗାଡି ଥୁଆ ହୋଇଛି। ମହିଳା ଡାକ୍ତର ଜଣକ ଗାଡି ରଖିଥିବା ବ୍ୟକ୍ତି ବିଶ୍ବଜିତ ସ୍ଵାଇଂଙ୍କୁ ଗାଡିକୁ ସାଇଡ କରିବାକୁ କହିବାରୁ..ହଠାତ ସେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ଆଉ ତାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମହିଳା ଡାକ୍ତରଙ୍କୁ ସେହି ରାସ୍ତା ଉପରେ ହିଁ ଚାପୁଡ଼ା ଚାପୁଡ଼ା ପିଟି ଚାଲିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଏହି ମହିଳା ଡାକ୍ତର ଜଣକ।

Advertisment

Bhubaneswar Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe