କାହିଁକି ଆତ୍ମହତ୍ୟା କଲେ ଶ୍ଵେତା ?

କେଉଁ ଚାପରେ ଥିଲେ ଭଦ୍ରକର ଶ୍ଵେତା କୁମାରୀ ? ଭୁବନେଶ୍ଵରରେ ପ୍ରତିଷ୍ଠିତ କମ୍ପାନୀରେ ଥିଲା ଚାକିରି। ରହୁଥିଲେ ଇନଫୋସିଟି ଗ୍ରୀନ ଆପାର୍ଟମେଣ୍ଟରେ। କିନ୍ତୁ ଏପରି ଏକ ନିଷ୍ପତ୍ତି କାହିଁକି ନେଲେ ଶ୍ଵେତା ?