Advertisment

ଖାଇଗଲେ ଟଙ୍କା, ମେୟର ଜଳକା!

ମେୟରଙ୍କ ଆଖି ସାମ୍ନାରେ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା। ରାତିରେ ପିଚୁ ପଡିଲା, ସକାଳୁ ଉଠିଗଲା, ଲକ୍ଷ ଲକ୍ଷ ଟଙ୍କା କାହା ପେଟକୁ ଗଲା? କଟକ ମେୟରଙ୍କ ଘନ ଘନ ବୈଠକ କିନ୍ତୁ ରେଜଲ୍ଟ ଶୂନ। ଆଖି ପିଛୁଳାକେ ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟକର କଥା, ମେୟର ପଚାରୁଛନ୍ତି, କିଏ କରିଥିଲା ରାସ୍ତା କାମ?

author-image
Debendra Prusty
ଖାଇଗଲେ ଟଙ୍କା, ମେୟର ଜଳକା!

ctc mayor

ମେୟରଙ୍କ ଆଖି ସାମ୍ନାରେ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା। ରାତିରେ ପିଚୁ ପଡିଲା, ସକାଳୁ ଉଠିଗଲା, ଲକ୍ଷ ଲକ୍ଷ ଟଙ୍କା କାହା ପେଟକୁ ଗଲା? କଟକ ମେୟରଙ୍କ ଘନ ଘନ ବୈଠକ କିନ୍ତୁ ରେଜଲ୍ଟ ଶୂନ। ଆଖି ପିଛୁଳାକେ ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟକର କଥା, ମେୟର ପଚାରୁଛନ୍ତି, କିଏ କରିଥିଲା ରାସ୍ତା କାମ?

Advertisment

Cuttack Mayor Money Pilferage Subas Singh