Advertisment

ଖାଇଗଲେ ଟଙ୍କା, ମେୟର ଜଳକା!

ମେୟରଙ୍କ ଆଖି ସାମ୍ନାରେ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା। ରାତିରେ ପିଚୁ ପଡିଲା, ସକାଳୁ ଉଠିଗଲା, ଲକ୍ଷ ଲକ୍ଷ ଟଙ୍କା କାହା ପେଟକୁ ଗଲା? କଟକ ମେୟରଙ୍କ ଘନ ଘନ ବୈଠକ କିନ୍ତୁ ରେଜଲ୍ଟ ଶୂନ। ଆଖି ପିଛୁଳାକେ ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟକର କଥା, ମେୟର ପଚାରୁଛନ୍ତି, କିଏ କରିଥିଲା ରାସ୍ତା କାମ?

ଖାଇଗଲେ ଟଙ୍କା, ମେୟର ଜଳକା!

ctc mayor

Advertisment

ମେୟରଙ୍କ ଆଖି ସାମ୍ନାରେ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା। ରାତିରେ ପିଚୁ ପଡିଲା, ସକାଳୁ ଉଠିଗଲା, ଲକ୍ଷ ଲକ୍ଷ ଟଙ୍କା କାହା ପେଟକୁ ଗଲା? କଟକ ମେୟରଙ୍କ ଘନ ଘନ ବୈଠକ କିନ୍ତୁ ରେଜଲ୍ଟ ଶୂନ। ଆଖି ପିଛୁଳାକେ ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟକର କଥା, ମେୟର ପଚାରୁଛନ୍ତି, କିଏ କରିଥିଲା ରାସ୍ତା କାମ?

Advertisment

Subas Singh Money Pilferage Cuttack Mayor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe