Advertisment

ରାସ୍ତା ସରୁଥାଏ ମୃତ୍ୟୁ ପାଖଉଥାଏ!

ରାସ୍ତା ଝାପ୍ସା ଦିଶୁଥାଏ। ନିଃଶ୍ୱାସ ସରି ଆସୁଥାଏ। ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଆଉ କିଛି ଦୂର ବାକିଥାଏ। କିନ୍ତୁ ଅଧବାଟରୁ ହିଁ ଶେଷ ହୋଇଯାଇଥିଲା ତାଙ୍କ ସମୟ। ନିଜେ ବି ଜାଣିନଥିଲେ ବସକୁ ଗନ୍ତବ୍ୟ ସ୍ଥଳରେ ପହଂଚାଇବା ପୂର୍ବରୁ ନିଜେ ଦୁନିଆ ଛାଡ଼ି ଚାଲିଯିବେ ବୋଲି।

author-image
Debendra Prusty
ରାସ୍ତା ସରୁଥାଏ ମୃତ୍ୟୁ ପାଖଉଥାଏ!

driver

ରାସ୍ତା ଝାପ୍ସା ଦିଶୁଥାଏ। ନିଃଶ୍ୱାସ ସରି ଆସୁଥାଏ। ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଆଉ କିଛି ଦୂର ବାକିଥାଏ। କିନ୍ତୁ ଅଧବାଟରୁ ହିଁ ଶେଷ ହୋଇଯାଇଥିଲା ତାଙ୍କ ସମୟ। ନିଜେ ବି ଜାଣିନଥିଲେ ବସକୁ ଗନ୍ତବ୍ୟ ସ୍ଥଳରେ ପହଂଚାଇବା ପୂର୍ବରୁ ନିଜେ ଦୁନିଆ ଛାଡ଼ି ଚାଲିଯିବେ ବୋଲି।

Advertisment

Driver Lost Life Sad Death