Advertisment

ରାତିରେ ହସୁଥିଲା, ସକାଳେ ଶବ ପାଲଟିଗଲା

ପୁଅ ହସି ହସି ମାଆ ସହ କଥା ହୋଇଥିଲା କହିଥିଲେ। ମାଆ ଜନ୍ମଦିନ ପାଇଁ କିଛି ଟଙ୍କା ପଠାଇବୁ, ମୋ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରିବି। ମାଆ ବି କିଛି ଟଙ୍କା ପୁଅ ପଠାଇଥିଲା। ହେଲେ କିଏ ଜାଣିଥିଲା, ରାତିପାହିଲା ବେଳକୁ, ପୁଅ ଶବ ଦେଖିବ। କାନ୍ଦି କାନ୍ଦି ମାଆ ତଳେ ଲୋଟି ଯାଉଛି। ପୁରୀ ଜିଲ୍ଲା ବାଟମଙ୍ଗଳର ଛାତ୍ର ବିବେକ ସାହୁ, ବାଲେଶ୍ୱର ବାମପଦାରେ ସିପେଟ୍ ସେଣ୍ଟ୍ରାଲ ଇନଚ୍ୟୁଟ୍ ଅଫ୍ ପେଟ୍ରୋଲକେମିକାଲ୍ସ ଇଞ୍ଜିନିୟରିଂ ଏଣ୍ଡ […]

ରାତିରେ ହସୁଥିଲା, ସକାଳେ ଶବ ପାଲଟିଗଲା

atmahatya

Advertisment

ପୁଅ ହସି ହସି ମାଆ ସହ କଥା ହୋଇଥିଲା କହିଥିଲେ। ମାଆ ଜନ୍ମଦିନ ପାଇଁ କିଛି ଟଙ୍କା ପଠାଇବୁ, ମୋ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରିବି। ମାଆ ବି କିଛି ଟଙ୍କା ପୁଅ ପଠାଇଥିଲା। ହେଲେ କିଏ ଜାଣିଥିଲା, ରାତିପାହିଲା ବେଳକୁ, ପୁଅ ଶବ ଦେଖିବ। କାନ୍ଦି କାନ୍ଦି ମାଆ ତଳେ ଲୋଟି ଯାଉଛି। ପୁରୀ ଜିଲ୍ଲା ବାଟମଙ୍ଗଳର ଛାତ୍ର ବିବେକ ସାହୁ, ବାଲେଶ୍ୱର ବାମପଦାରେ ସିପେଟ୍ ସେଣ୍ଟ୍ରାଲ ଇନଚ୍ୟୁଟ୍ ଅଫ୍ ପେଟ୍ରୋଲକେମିକାଲ୍ସ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରେ ପାଠ ପଢ଼ୁଥିଲେ। ଏମିତି ଅଚାନକ କଣ ହେଲା ଯେ, ରାତିରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଦେଲେ ବିବେକ।

Advertisment

College Student Suicide Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe