/odisha-reporter/media/post_attachments/uploads/2022/06/or-page-4.jpg)
or page
ପ୍ରେମିକା ବାଟ ଚାହିଁ ଚାହିଁ ଫେରିଗଲେ, ବିଜେଡି ବିଧାୟକଙ୍କ ଦେଖା ଦର୍ଶନ ନାହିଁ । ପୁଣି ପ୍ରେମିକାଙ୍କୁ ମିଛ ପ୍ରତିଶୃତି ଦେଇ ଠକି ଦେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକା ଦାଶ ସବ୍ ରେଜିଷ୍ଟାର ଅଫିସରେ ଦୀର୍ଘ 3 ଘଣ୍ଟା ଧରି ଅପେକ୍ଷା କରିଥିଲେ । ପ୍ରେମିକ ବିଜୟ ଶଙ୍କର କହିଲେ, ଆହୁରି 60 ଦିନ ପରେ ହେବ ମ୍ୟାରେଜ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
