ହେଡ ସାର ଅରୁଣଙ୍କୁ ସୁରକ୍ଷା ପାଇଁ ଚାଲ

କେଉଁ ଉଦ୍ଦେଶ୍ୟ ରଖି ଅଭିଯୁକ୍ତର ତଥାକଥିତ ସ୍ବୀକାରୋକ୍ତି ଭାଇରାଲ କରାଗଲା? ବାବୁଲି ନାୟକ ସମେତ ବିଜେଡିର 7ସଦସ୍ୟ ଓ ହେଡ ସାର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ନୁହେଁ ତ?