Advertisment

ଚାଲ ଶୋଇପଡ଼ିବା...କିଏସେ ସ୍କୁଲ ଯିବ!

ଇଚ୍ଛା ହେଲେ ସ୍କୁଲ ଆସୁଛନ୍ତି, ଇଚ୍ଛା ନ ହେଲେ ଆସୁ ନାହାଁନ୍ତି! ସରକାରୀ ସମୟକୁ ବେଖାତିର ପୁଣି ମନଇଚ୍ଛା ଛୁଟି! ଯେଉଁଥିପାଇଁ କୋର୍ସ ସରୁନି, ପିଲା ଅଧାପାଠ ଜାଣୁନାହାଁନ୍ତି! ଉପାନ୍ତ ଅଞ୍ଚଳରେ ଶିକ୍ଷକ ସ୍କୁଲ ସହ ବୋଧେ ଲୁଚକାଳି ଖେଳୁଛନ୍ତି। ଶିକ୍ଷାବ୍ୟବସ୍ଥାର ପେଟରେ ଛୁରୀ ମାରୁଛନ୍ତି ସରକାରୀ ଶିକ୍ଷକ।

ଚାଲ ଶୋଇପଡ଼ିବା...କିଏସେ ସ୍କୁଲ ଯିବ!

school

Advertisment

ଇଚ୍ଛା ହେଲେ ସ୍କୁଲ ଆସୁଛନ୍ତି, ଇଚ୍ଛା ନ ହେଲେ ଆସୁ ନାହାଁନ୍ତି! ସରକାରୀ ସମୟକୁ ବେଖାତିର ପୁଣି ମନଇଚ୍ଛା ଛୁଟି! ଯେଉଁଥିପାଇଁ କୋର୍ସ ସରୁନି, ପିଲା ଅଧାପାଠ ଜାଣୁନାହାଁନ୍ତି! ଉପାନ୍ତ ଅଞ୍ଚଳରେ ଶିକ୍ଷକ ସ୍କୁଲ ସହ ବୋଧେ ଲୁଚକାଳି ଖେଳୁଛନ୍ତି। ଶିକ୍ଷାବ୍ୟବସ୍ଥାର ପେଟରେ ଛୁରୀ ମାରୁଛନ୍ତି ସରକାରୀ ଶିକ୍ଷକ।

Advertisment

Naveen Patnaik Odisha Schools Mass Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe