Advertisment

କୁଡ଼ିଆର ଝିଅ ଲେଖିବେ କଟକର କାହାଣୀ

ସହର ଗଢ଼ିବେ, ବସ୍ତିର ଝିଅ। ଏହି କାହାଣୀ ହେଉଛି- କଟକ ମହାନଗର ନିଗମର ଡେପୁଟୀ ମେୟରଙ୍କର। ବୟସ ବେଶୀ ନୁହେଁ, କିନ୍ତୁ ସଂଘର୍ଷକୁ ସାମ୍ନା କରିବାର ଅଭିଜ୍ଞତା ଢ଼େର। ସାଧାରଣ ଛାତ୍ରୀଟିଏରୁ ଓଡ଼ିଶାର ସବୁଠୁ ପୁରୁଣା ନଗର ଡେପୁଟୀ ମେୟର। କେମିତି ଥିଲା ଯାତ୍ରା, କ’ଣ ଥିଲା ଆହ୍ବାନ ଏବଂ କ’ଣ ରଖିଛନ୍ତି ଲକ୍ଷ୍ୟ? ଦିଶା କାର୍ଯ୍ୟକ୍ରମରେ ଭେଟିବା ମ୍ୟାଡମ୍ ଦମୟନ୍ତୀ ମାଝୀଙ୍କୁ।

କୁଡ଼ିଆର ଝିଅ ଲେଖିବେ କଟକର କାହାଣୀ

disha

Advertisment

ସହର ଗଢ଼ିବେ, ବସ୍ତିର ଝିଅ। ଏହି କାହାଣୀ ହେଉଛି- କଟକ ମହାନଗର ନିଗମର ଡେପୁଟୀ ମେୟରଙ୍କର। ବୟସ ବେଶୀ ନୁହେଁ, କିନ୍ତୁ ସଂଘର୍ଷକୁ ସାମ୍ନା କରିବାର ଅଭିଜ୍ଞତା ଢ଼େର। ସାଧାରଣ ଛାତ୍ରୀଟିଏରୁ ଓଡ଼ିଶାର ସବୁଠୁ ପୁରୁଣା ନଗର ଡେପୁଟୀ ମେୟର। କେମିତି ଥିଲା ଯାତ୍ରା, କ’ଣ ଥିଲା ଆହ୍ବାନ ଏବଂ କ’ଣ ରଖିଛନ୍ତି ଲକ୍ଷ୍ୟ? ଦିଶା କାର୍ଯ୍ୟକ୍ରମରେ ଭେଟିବା ମ୍ୟାଡମ୍ ଦମୟନ୍ତୀ ମାଝୀଙ୍କୁ।

Advertisment

Odisha Reporter Disha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe