ଯାତ୍ରା ସୁପରଷ୍ଟାର କେଦାର ନାୟକ

ବାପାଙ୍କ ମୃତ୍ୟୁ ଖବରକୁ ଛାତିରେ ଚାପି ଜାରି ରଖିଥିଲେ ଅଭିନୟ। ସେ ଆଉ କେହି ନୁହଁନ୍ତି ସେ ହେଲେ ଯାତ୍ରା ସୁପରଷ୍ଟାର କେଦାର ନାୟକ। ଶୁଣନ୍ତୁ ତାଙ୍କ ପୁରା କାହାଣୀ।