Advertisment

ଅଭିନେତ୍ରୀରୁ ଆଇନଜୀବୀ

ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ.. ଗୀତଟି ଯିଏ ଶୁଣିଛି, ସିଏ ଜାଣିଛି, ଗୀତର ଆକର୍ଷଣ କେମିତି ଥିଲା। ଅବଶ୍ୟ, ସେ ମେଘ ଶ୍ରାବଣ ଆଣିଲା ନା ନାହିଁ ଜଣାନାହିଁ। କିନ୍ତୁ ଓଡ଼ିଆ ଆଧୁନିକ ଗୀତ ଜଗତରେ ଏକ ବିପ୍ଲବ ନେଇ ଆସିଥିଲେ ରାନୁ ପାଢ଼ୀ। ରଙ୍ଗୀନ୍ ଦୁନିଆର ସବୁଠୁ ଚର୍ଚ୍ଚିତ ନାୟିକା ଅଚନାକ୍ ପରଦାରୁ ଗାଏବ୍ ହୋଇଗଲେ। ଦୀର୍ଘ କିଛି ବର୍ଷର ବ୍ୟବସ୍ଥା, ରଙ୍ଗୀନ୍ ନାୟିକା କଳାଧଳା ପୋଷାକ ପରିଧାନ କରି ପାଲଟିଗଲେ ଆଇନଜୀବୀ। ଆଜି ଦିଶା […]

ଅଭିନେତ୍ରୀରୁ ଆଇନଜୀବୀ

page 2

Advertisment

ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ.. ଗୀତଟି ଯିଏ ଶୁଣିଛି, ସିଏ ଜାଣିଛି, ଗୀତର ଆକର୍ଷଣ କେମିତି ଥିଲା। ଅବଶ୍ୟ, ସେ ମେଘ ଶ୍ରାବଣ ଆଣିଲା ନା ନାହିଁ ଜଣାନାହିଁ। କିନ୍ତୁ ଓଡ଼ିଆ ଆଧୁନିକ ଗୀତ ଜଗତରେ ଏକ ବିପ୍ଲବ ନେଇ ଆସିଥିଲେ ରାନୁ ପାଢ଼ୀ। ରଙ୍ଗୀନ୍ ଦୁନିଆର ସବୁଠୁ ଚର୍ଚ୍ଚିତ ନାୟିକା ଅଚନାକ୍ ପରଦାରୁ ଗାଏବ୍ ହୋଇଗଲେ। ଦୀର୍ଘ କିଛି ବର୍ଷର ବ୍ୟବସ୍ଥା, ରଙ୍ଗୀନ୍ ନାୟିକା କଳାଧଳା ପୋଷାକ ପରିଧାନ କରି ପାଲଟିଗଲେ ଆଇନଜୀବୀ। ଆଜି ଦିଶା କାର୍ଯ୍ୟକ୍ରମରେ ଜାଣିବା ଅଭିନେତ୍ରୀ ତଥା ଆଇନଜୀବି ରାନୁ ପାଢ଼ୀଙ୍କ ବିଷୟରେ

Advertisment

Odisha Reporter Disha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe