Advertisment

ପୁଲିସ ବାବୁଙ୍କୁ ତୀର ମାଡ଼

ମଦ ଧରିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି।

author-image
Manasi Mohapatra
ଅଦ୍ୟତନ ହୋଇଛି
ପୁଲିସ ବାବୁଙ୍କୁ ତୀର ମାଡ଼

tira mada TH

ମଦ ଧରିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି।

Advertisment

Odisha Reporter