ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା

ଭୁବନେଶ୍ୱର: ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? […]

Manoj Swain
  • Published: Sunday, 15 January 2023
  • Updated: 15 January 2023, 04:30 PM IST

ଭୁବନେଶ୍ୱର: ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? କେଉଁ ଆଧାରରେ ଚୟନ ହେବେ ହିତାଧିକାରୀ ? ପୂର୍ବଭଳି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ବିଜେଡି କର୍ମୀଙ୍କୁ ଦିଆଯିବନି ତ ଘର? ଏସବୁ ପ୍ରଶ୍ନ ଭିତରେ ଆବାସ ବାଣ୍ଟିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆରମ୍ଭ ହୋଇଛି ତୁତୁ ମେମେ।

https://youtu.be/0CIBBCDV-r0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story