ଭୁବନେଶ୍ୱର: ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? କେଉଁ ଆଧାରରେ ଚୟନ ହେବେ ହିତାଧିକାରୀ ? ପୂର୍ବଭଳି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ବିଜେଡି କର୍ମୀଙ୍କୁ ଦିଆଯିବନି ତ ଘର? ଏସବୁ ପ୍ରଶ୍ନ ଭିତରେ ଆବାସ ବାଣ୍ଟିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆରମ୍ଭ ହୋଇଛି ତୁତୁ ମେମେ।
ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା
ଭୁବନେଶ୍ୱର: ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ। ଆଉ ମାତ୍ର ଦିନକ ପରେ ଲାଗିବ ଯୋଗ୍ୟ ହିତାଧିକାରୀ ତାଲିକା। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? […]
Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/PM-HOUSE-e1673780405122.jpg)