ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ବ୍ୟାଟ୍ସମ୍ୟାନ କମ ଓ୍ୱକେଟ କିପର ସଞ୍ଜୁ ସାମସନ ଫ୍ୟାନ୍ସଙ୍କ ମନ କିଣିଥିଲେ। ଏପରିକି ଟିମ ଇଣ୍ଡିଆର ଚୟନକର୍ତ୍ତା ଓ ପୂର୍ବତନ ଖେଳାଳି ତାଙ୍କୁ ନେଇ ପ୍ରଶଂସାରେ ପୋତି ପକାଇଥିଲେ। ଏସିଆ କପ୍ରେ ତାଙ୍କୁ ସ୍ଥାନ ମିଳିଲା ନାହିଁ। ଯାହାକି ଅନେକଙ୍କୁ ନିରାଶ କରିଥିଲା। ସମସ୍ତଙ୍କ ଆଶା ଥିଲା ୨୦୨୨ ଟିଟ୍ୱେଣ୍ଟି ବିଶ୍ୱକପରେ ତାଙ୍କ ସ୍ଥାନ ପକ୍କା ହେବ। ବ୍ୟାକ ଫୁଟରେ ଭଲ ସଟ ଖେଳୁଥିବା ସାମସନ ଅଷ୍ଟ୍ରେଲିଆ ପାଇଁ ସାମସନ ଜରୁରୀ ଥିବା କହିଥିଲେ ଅଧିନାୟକ ରୋହିତ ଶର୍ମା। ହେଲେ ତାହା ବି ହେଲା ନାହିଁ।
https://youtu.be/JpOYcGU9VNY
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁଁ ଲସ୍କର୍ର ସିଇଓ କହୁଛି, କହି RBIକୁ ମିଳିଲା ଧମକ
ଏହି ଫୋନ୍ କଲ୍ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଆର୍ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।
National
ମଣିପୁର ହିଂସା: ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଲା ମେତେଇ ସମ୍ପ୍ରଦାୟ
ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ ପରେ ମେତେଇ ସମ୍ପ୍ରଦାୟର ମଣିପୁରର ନାଗରିକ ସମାଜ ଗୋଷ୍ଠୀ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଜାରି କରିଛି।
National
ମଣିପୁରରେ ପୁଣି ହିଂସା, AFSPA ହଟାଇବାକୁ କେନ୍ଦ୍ରକୁ ଅନୁରୋଧ
ମଣିପୁର ସରକାର ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳରୁ AFSPA ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
National
ପୂର୍ବତନ ସାଂସଦଙ୍କୁ ଆକ୍ରମଣ ଉଦ୍ୟମ, ଫିଙ୍ଗିଲେ ଚୌକି
ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଏକ ପ୍ରଚାର ସଭା ବେଳେ ଜୋରଦାର ହଙ୍ଗାମା ହୋଇଛି।
National
ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ଜ୍ୱାଇଁଙ୍କ ଘର ଜାଳିଦେଲେ, ୯ ନେତାଙ୍କ ଘର ଉପରେ ହମ୍ଲା
ବିକ୍ଷୋଭକାରୀମାନେ ଶନିବାର ତିନି ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି।