cricket
Advertisment
ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ବ୍ୟାଟ୍ସମ୍ୟାନ କମ ଓ୍ୱକେଟ କିପର ସଞ୍ଜୁ ସାମସନ ଫ୍ୟାନ୍ସଙ୍କ ମନ କିଣିଥିଲେ। ଏପରିକି ଟିମ ଇଣ୍ଡିଆର ଚୟନକର୍ତ୍ତା ଓ ପୂର୍ବତନ ଖେଳାଳି ତାଙ୍କୁ ନେଇ ପ୍ରଶଂସାରେ ପୋତି ପକାଇଥିଲେ। ଏସିଆ କପ୍ରେ ତାଙ୍କୁ ସ୍ଥାନ ମିଳିଲା ନାହିଁ। ଯାହାକି ଅନେକଙ୍କୁ ନିରାଶ କରିଥିଲା। ସମସ୍ତଙ୍କ ଆଶା ଥିଲା ୨୦୨୨ ଟିଟ୍ୱେଣ୍ଟି ବିଶ୍ୱକପରେ ତାଙ୍କ ସ୍ଥାନ ପକ୍କା ହେବ। ବ୍ୟାକ ଫୁଟରେ ଭଲ ସଟ ଖେଳୁଥିବା ସାମସନ ଅଷ୍ଟ୍ରେଲିଆ ପାଇଁ ସାମସନ ଜରୁରୀ ଥିବା କହିଥିଲେ ଅଧିନାୟକ ରୋହିତ ଶର୍ମା। ହେଲେ ତାହା ବି ହେଲା ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/cricket-5.jpg)