ଏ ଖସିଗଲା , ଖସିଗଲା।

ବନ୍ୟାଜଳ ପ୍ରବେଶ ଫଳରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ବନ୍ଧକୁ ଧସାଇଦେଇଛି।ଏହି ଭିଜୁଆଲ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରୁ ଜଣେ ଦର୍ଶକ ପଠାଇଛନ୍ତି।