ଏ ଖସିଗଲା , ଖସିଗଲା।

ବନ୍ୟାଜଳ ପ୍ରବେଶ ଫଳରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ବନ୍ଧକୁ ଧସାଇଦେଇଛି।ଏହି ଭିଜୁଆଲ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରୁ ଜଣେ ଦର୍ଶକ ପଠାଇଛନ୍ତି।

khasigala

Debendra Prusty
  • Published: Thursday, 18 August 2022
  • , Updated: 18 August 2022, 10:27 AM IST

ବନ୍ୟାଜଳ ପ୍ରବେଶ ଫଳରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ବନ୍ଧକୁ ଧସାଇଦେଇଛି।ଏହି ଭିଜୁଆଲ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରୁ ଜଣେ ଦର୍ଶକ ପଠାଇଛନ୍ତି।

https://youtu.be/11jGoWkkTc4

Related story