/odisha-reporter/media/post_attachments/uploads/2022/08/bighnaraja.jpg)
bighnaraja
ଏ ହେଉଛି ଭୁବନେଶ୍ୱର ଉପକଣ୍ଠ ସିଜୁଆ ସ୍ଥିତ ଏକ କ୍ଲବର ପୂଜା ପଣ୍ଡପ। ଦେଖନ୍ତୁ କିଭଳି ଆଖି ଝଳସାଇଦେବା ଭଳି ତୋରଣ ସାଙ୍ଗକୁ ସାଜସଜ୍ଜା। ସତେ ଯେମିତି କେଉଁ ପୂଜା ମଣ୍ଡପ ନୁହେଁ ତ ରାଜ ଦରବାର! କହିବାକୁ ଗଲେ ଅଗ୍ରପୂଜ୍ୟ ଯେତେବେଳେ ପୂଜା ପାଇବେ ସେ ଜାଗା ରାଜପ୍ରସ୍ତାଦ ହେବ ନି ବା କେମିତି! ଆଉ ଏହି ରାଜ ପ୍ରସାଦକୁ ଆହୁରି ଆକର୍ଷଣୀୟ କରିଛନ୍ତି କ୍ଲବର କର୍ମକତ୍ତାମାନେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
