Advertisment

ରାତାରାତି ବଦଳିଗଲା ଭାଗ୍ୟ

ରାତାରାତି ବଦଳିଗଲା ଭାଗ୍ୟ। ଅଟୋ ଡ୍ରାଇଭର ବନିଗଲେ କୋଟିପତି। କୋଟିଏ କି ଦୁଇ କୋଟି ନୁହେଁ, ପାଇଲେ ୨୫ କୋଟି ଟଙ୍କା। ନିଜ ପେଟପାଟଣା ପାଇଁ ଏକ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କାର ଋଣ କରିଥିଲେ। ହେଲେ ଭାଗ୍ୟ ସାଥ୍ ଦେଲା ଯେ, ତାଙ୍କୁ ଏକକାଳୀନ ମିଳିଲା ପୂରା ୨୫ କୋଟି ଟଙ୍କା।

ରାତାରାତି ବଦଳିଗଲା ଭାଗ୍ୟ

lottery

Advertisment

ରାତାରାତି ବଦଳିଗଲା ଭାଗ୍ୟ। ଅଟୋ ଡ୍ରାଇଭର ବନିଗଲେ କୋଟିପତି। କୋଟିଏ କି ଦୁଇ କୋଟି ନୁହେଁ, ପାଇଲେ ୨୫ କୋଟି ଟଙ୍କା। ନିଜ ପେଟପାଟଣା ପାଇଁ ଏକ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କାର ଋଣ କରିଥିଲେ। ହେଲେ ଭାଗ୍ୟ ସାଥ୍ ଦେଲା ଯେ, ତାଙ୍କୁ ଏକକାଳୀନ ମିଳିଲା ପୂରା ୨୫ କୋଟି ଟଙ୍କା।

Advertisment

Lottery Driver Becomes Crorepati Crorepati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe