/odisha-reporter/media/post_attachments/uploads/2022/06/abhagini.jpg)
abhagini
ବଲାଙ୍ଗିରରେ ଆମ କ୍ୟାମେରା ଲେନସରେ କଏଦ, ଏଭଳି ଏକ ପ୍ରେମ କାହାଣୀ, ଯାହା ସିନେମାରେ ବି ଦେଖିବାକୁ ମିଲେନାହିଁ। ଅଜାଣତରେ ମାତ୍ର ଗୋଟିଏ ଭୁଲ ପାଇଁ, ଏବେ କାରାଗାରରେ ସ୍ୱାମୀ ଆଉ କାଠଗଡାରେ ସ୍ତ୍ରୀ । ସ୍ୱାମୀକୁ ଜେଲରୁ ବାହାର କରିବା ପାଇଁ ଅଜଣା ସହରରେ ସଂଘର୍ଷ କରୁଛି ସ୍ତ୍ରୀ.. ନାଁ ଅଭାଗିନୀ ଡାଙ୍ଗ। ବଲାଙ୍ଗିର ଦେଓଗାଁ ବ୍ଳକ ବିଳାସପୁର ଗାଁର ଜୟପାଲ ମହାକୁଡ ଓ ଅଭାଗିନୀ ଡାଙ୍ଗ। ଅଭାଗିନୀକୁ ୧୬ ବର୍ଷ ବେଳେ ନିଜ ଘରକୁ ନେଇ ଯାଇଥିଲା ପ୍ରେମିକ ଜୟପାଲ। ଏଇଆ ହେଉଛି ତା’ର ଅପରାଧ!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
