Advertisment

କାରାଗାରରେ ସ୍ୱାମୀ, କାଠଗଡାରେ ସ୍ତ୍ରୀ

ବଲାଙ୍ଗିରରେ ଆମ କ୍ୟାମେରା ଲେନସରେ କଏଦ, ଏଭଳି ଏକ ପ୍ରେମ କାହାଣୀ, ଯାହା ସିନେମାରେ ବି ଦେଖିବାକୁ ମିଲେନାହିଁ। ଅଜାଣତରେ ମାତ୍ର ଗୋଟିଏ ଭୁଲ ପାଇଁ, ଏବେ କାରାଗାରରେ ସ୍ୱାମୀ ଆଉ କାଠଗଡାରେ ସ୍ତ୍ରୀ । ସ୍ୱାମୀକୁ ଜେଲରୁ ବାହାର କରିବା ପାଇଁ ଅଜଣା ସହରରେ ସଂଘର୍ଷ କରୁଛି ସ୍ତ୍ରୀ.. ନାଁ ଅଭାଗିନୀ ଡାଙ୍ଗ। ବଲାଙ୍ଗିର ଦେଓଗାଁ ବ୍ଳକ ବିଳାସପୁର ଗାଁର ଜୟପାଲ ମହାକୁଡ ଓ ଅଭାଗିନୀ ଡାଙ୍ଗ। ଅଭାଗିନୀକୁ ୧୬ ବର୍ଷ ବେଳେ ନିଜ ଘରକୁ […]

କାରାଗାରରେ ସ୍ୱାମୀ, କାଠଗଡାରେ ସ୍ତ୍ରୀ

abhagini

Advertisment

ବଲାଙ୍ଗିରରେ ଆମ କ୍ୟାମେରା ଲେନସରେ କଏଦ, ଏଭଳି ଏକ ପ୍ରେମ କାହାଣୀ, ଯାହା ସିନେମାରେ ବି ଦେଖିବାକୁ ମିଲେନାହିଁ। ଅଜାଣତରେ ମାତ୍ର ଗୋଟିଏ ଭୁଲ ପାଇଁ, ଏବେ କାରାଗାରରେ ସ୍ୱାମୀ ଆଉ କାଠଗଡାରେ ସ୍ତ୍ରୀ । ସ୍ୱାମୀକୁ ଜେଲରୁ ବାହାର କରିବା ପାଇଁ ଅଜଣା ସହରରେ ସଂଘର୍ଷ କରୁଛି ସ୍ତ୍ରୀ.. ନାଁ ଅଭାଗିନୀ ଡାଙ୍ଗ। ବଲାଙ୍ଗିର ଦେଓଗାଁ ବ୍ଳକ ବିଳାସପୁର ଗାଁର ଜୟପାଲ ମହାକୁଡ ଓ ଅଭାଗିନୀ ଡାଙ୍ଗ। ଅଭାଗିନୀକୁ ୧୬ ବର୍ଷ ବେଳେ ନିଜ ଘରକୁ ନେଇ ଯାଇଥିଲା ପ୍ରେମିକ ଜୟପାଲ। ଏଇଆ ହେଉଛି ତା’ର ଅପରାଧ!

Advertisment

Under Age Love Balangir Love Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe