ଲୁଟେରାର ଲଭ୍ ଷ୍ଟୋରୀ

ଚର୍ଚ୍ଚାରେ ଡିକି ଲୁଟେରାର ଲଭ୍ ଥିଓରୀ । ପ୍ରେମିକାକୁ ଖୁସ୍ କରିବାକୁ ଲୁଟ୍ ଟଙ୍କାରେ କିଣାଯାଇଥିଲା ସୁନା ଗହଣ। ରାତିଏ ଗଲେ ହାତିଏ ଆଣୁଥିଲେ ଲୁଟେରା ପ୍ରେମିକ। ବଡ କମ୍ପାନୀରେ ଚାକିରି କରିଛି କହି ପ୍ରେମିକା ମନରେ ଜନ୍ମାଇଥିଲା ବିଶ୍ବାସ । ଶେଷରେ ଧରା ପଡିଗଲା ଲୁଟେରା ପ୍ରେମିକର ମିଛ ।