Advertisment

ଲୁଟେରାର ଲଭ୍ ଷ୍ଟୋରୀ

ଚର୍ଚ୍ଚାରେ ଡିକି ଲୁଟେରାର ଲଭ୍ ଥିଓରୀ । ପ୍ରେମିକାକୁ ଖୁସ୍ କରିବାକୁ ଲୁଟ୍ ଟଙ୍କାରେ କିଣାଯାଇଥିଲା ସୁନା ଗହଣ। ରାତିଏ ଗଲେ ହାତିଏ ଆଣୁଥିଲେ ଲୁଟେରା ପ୍ରେମିକ। ବଡ କମ୍ପାନୀରେ ଚାକିରି କରିଛି କହି ପ୍ରେମିକା ମନରେ ଜନ୍ମାଇଥିଲା ବିଶ୍ବାସ । ଶେଷରେ ଧରା ପଡିଗଲା ଲୁଟେରା ପ୍ରେମିକର ମିଛ ।

ଅଦ୍ୟତନ ହୋଇଛି
ଲୁଟେରାର ଲଭ୍ ଷ୍ଟୋରୀ

maxresdefault (6) (1)

Advertisment

ଚର୍ଚ୍ଚାରେ ଡିକି ଲୁଟେରାର ଲଭ୍ ଥିଓରୀ । ପ୍ରେମିକାକୁ ଖୁସ୍ କରିବାକୁ ଲୁଟ୍ ଟଙ୍କାରେ କିଣାଯାଇଥିଲା ସୁନା ଗହଣ। ରାତିଏ ଗଲେ ହାତିଏ ଆଣୁଥିଲେ ଲୁଟେରା ପ୍ରେମିକ। ବଡ କମ୍ପାନୀରେ ଚାକିରି କରିଛି କହି ପ୍ରେମିକା ମନରେ ଜନ୍ମାଇଥିଲା ବିଶ୍ବାସ । ଶେଷରେ ଧରା ପଡିଗଲା ଲୁଟେରା ପ୍ରେମିକର ମିଛ ।

Advertisment

Odisha Odisha Reporter Love Story Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe