କଲେଜର ପ୍ରେମ ଜଙ୍ଗଲରେ ଶେଷ

କିଏ ଜାଣିଥିଲା ଛକି ବସିଛି ମୃତ୍ୟୁ? ପ୍ରେମିକର ଶିକାର କରିବାକୁ ଚାହିଁବସିଛନ୍ତି ପ୍ରେମିକାର ପରିବାର। ବୌଦ୍ଧ ଜିଲ୍ଲାର ପ୍ରେମ କନ୍ଧମାଳରେ ନେଲା ସମାଧି। ଅତି ବୀଭତ୍ସ ଭାବେ ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ହତ୍ୟା କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ଶବ।