Advertisment

କଲେଜର ପ୍ରେମ ଜଙ୍ଗଲରେ ଶେଷ

କିଏ ଜାଣିଥିଲା ଛକି ବସିଛି ମୃତ୍ୟୁ? ପ୍ରେମିକର ଶିକାର କରିବାକୁ ଚାହିଁବସିଛନ୍ତି ପ୍ରେମିକାର ପରିବାର। ବୌଦ୍ଧ ଜିଲ୍ଲାର ପ୍ରେମ କନ୍ଧମାଳରେ ନେଲା ସମାଧି। ଅତି ବୀଭତ୍ସ ଭାବେ ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ହତ୍ୟା କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ଶବ।

କଲେଜର ପ୍ରେମ ଜଙ୍ଗଲରେ ଶେଷ

love

Advertisment

କିଏ ଜାଣିଥିଲା ଛକି ବସିଛି ମୃତ୍ୟୁ? ପ୍ରେମିକର ଶିକାର କରିବାକୁ ଚାହିଁବସିଛନ୍ତି ପ୍ରେମିକାର ପରିବାର। ବୌଦ୍ଧ ଜିଲ୍ଲାର ପ୍ରେମ କନ୍ଧମାଳରେ ନେଲା ସମାଧି। ଅତି ବୀଭତ୍ସ ଭାବେ ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ହତ୍ୟା କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ଶବ।

Advertisment

Murder Love Honor Killing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe