ମାରିବା ପାଇଁ ପ୍ରେମିକାକୁ ଦିଲ୍ଲୀରୁ ଡାକିଲା…

ପଟ୍ଟାମୁଣ୍ଡାଇ ଗୋଗୁଆ ପଞ୍ଚାୟତ ବଡ଼ରାହାମା ଗାଁର ଯୁବକ ଓ ଯୁବତୀ ପ୍ରଥମେ ମନ ଦିଆନିଆ ହେଲେ, ପ୍ରେମ କଲେ, ଆଉ ଶେଷରେ ପ୍ରତାରଣାରେ ଅନ୍ତି ହେଲା ଏହି ପ୍ରେମ କାହାଣୀ। କାହିଁକି ପ୍ରେମିକ ଏମିତି କଲା, କଣ ଭୁଲ ହେଲା, ଏବେ ଏସବୁ ଚିନ୍ତା କରୁଛନ୍ତି ପ୍ରେମିକା ଜଣକ।