Advertisment

'ଧୋକା ଦେଲା ଝିଅ’

”ମୋ ଭାଇ ସେ ଝିଅକୁ ୭ ବର୍ଷ ହେଲା ଭଲ ପାଉଥିଲା। ଶେଷରେ ମୋ ଭାଇକୁ ଧୋକା ଦେଲା ସେ ଝିଅ। ସେ ଝିଅ ପାଇଁ ମୋ ଭାଇ ଆଜି ଆତ୍ମହତ୍ୟା କରିଦେଲା। ମୋ ଭାଇ ତାକୁ ବହୁତ ଭଲ ପାଉଥିଲା। ତା ଜୀବନ ଠାରୁ ବି ଅଧିକା ଭଲ ପାଉଥିଲା”। ଏଭଳି କହିଛନ୍ତି ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳର ଜଣେ ଯୁବକ।

author-image
Debendra Prusty
'ଧୋକା ଦେଲା ଝିଅ’

dhoka dela

''ମୋ ଭାଇ ସେ ଝିଅକୁ ୭ ବର୍ଷ ହେଲା ଭଲ ପାଉଥିଲା। ଶେଷରେ ମୋ ଭାଇକୁ ଧୋକା ଦେଲା ସେ ଝିଅ। ସେ ଝିଅ ପାଇଁ ମୋ ଭାଇ ଆଜି ଆତ୍ମହତ୍ୟା କରିଦେଲା। ମୋ ଭାଇ ତାକୁ ବହୁତ ଭଲ ପାଉଥିଲା। ତା ଜୀବନ ଠାରୁ ବି ଅଧିକା ଭଲ ପାଉଥିଲା''। ଏଭଳି କହିଛନ୍ତି ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳର ଜଣେ ଯୁବକ।

Advertisment

Betrayal In Love Odisha Reporter Lover's Suicide