Advertisment

ମୃତ୍ୟୁ ପାଖରୁ କୋଳେଇ ଆଣିଲା ପ୍ରେମିକ

ରାଗ ଜରଜର ପ୍ରେମିକା ଅକାତକାତ ପାଣିକୁ ଡେଇଁ ପଡିବା ପରେ ମାତ୍ର କେଇ ମୁହୂର୍ତ୍ତ ପରେ ହିଁ ତାକୁ ସବୁଦିନ ପାଇଁ ଯେ ହରାଇ ବସିବ ଏ କଥା ବୁଝିସାରିଥିଲା ପ୍ରେମିକ। ସେଇଥିପାଇଁ ତ ମୃତ୍ୟୁ ମୁଁହକୁ ସେ ବି ଝାଂପ ଦେଇଥିଲା ଆଉ ନିଜ ପ୍ରେମିକାକୁ ଛଡାଇ ଆଣିଥିଲ।

ମୃତ୍ୟୁ ପାଖରୁ କୋଳେଇ ଆଣିଲା ପ୍ରେମିକ

kolei anila

Advertisment

ରାଗ ଜରଜର ପ୍ରେମିକା ଅକାତକାତ ପାଣିକୁ ଡେଇଁ ପଡିବା ପରେ ମାତ୍ର କେଇ ମୁହୂର୍ତ୍ତ ପରେ ହିଁ ତାକୁ ସବୁଦିନ ପାଇଁ ଯେ ହରାଇ ବସିବ ଏ କଥା ବୁଝିସାରିଥିଲା ପ୍ରେମିକ। ସେଇଥିପାଇଁ ତ ମୃତ୍ୟୁ ମୁଁହକୁ ସେ ବି ଝାଂପ ଦେଇଥିଲା ଆଉ ନିଜ ପ୍ରେମିକାକୁ ଛଡାଇ ଆଣିଥିଲ।

Advertisment

Lover Rescued His Love Love Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe