Advertisment

ନୂଆଖାଇରେ ବିଷ, ନୂଆବର୍ଷରେ ଶେଷ

ପ୍ରେମରେ ମସଗୁଲ ହୋଇ ପ୍ରେମୀ ଯୁଗଳ କେତେବେଳେ ସେଲ୍ଫି ଉଠାଉଥିଲେ ତ କେତେବେଳେ ଯାତ୍ରା ଦେଖି ରାମଦୋଳିରେ ଭିଡିଓ କରୁଥିଲେ। ଆଉ ଏବେ ଦେଖନ୍ତୁ ଏ ଦୃଶ୍ୟକୁ। ଫଟୋରେ ଥିବା ପ୍ରେମିକଙ୍କ ଶବ ପଡ଼ିଛି ପ୍ରେମିକାଙ୍କ ଘର ଆଗରେ।

author-image
Debendra Prusty
ନୂଆଖାଇରେ ବିଷ, ନୂଆବର୍ଷରେ ଶେଷ

lover

ପ୍ରେମରେ ମସଗୁଲ ହୋଇ ପ୍ରେମୀ ଯୁଗଳ କେତେବେଳେ ସେଲ୍ଫି ଉଠାଉଥିଲେ ତ କେତେବେଳେ ଯାତ୍ରା ଦେଖି ରାମଦୋଳିରେ ଭିଡିଓ କରୁଥିଲେ। ଆଉ ଏବେ ଦେଖନ୍ତୁ ଏ ଦୃଶ୍ୟକୁ। ଫଟୋରେ ଥିବା ପ୍ରେମିକଙ୍କ ଶବ ପଡ଼ିଛି ପ୍ରେମିକାଙ୍କ ଘର ଆଗରେ।

Advertisment

Love Love Death Girl Friend