Advertisment

କଲେଜ ନା’ କଳଙ୍କର କେନ୍ଦ୍ର?

କଲେଜ ନା’ କଳଙ୍କର କେନ୍ଦ୍ର?। ଅନୈତିକ କାମର କେନ୍ଦ୍ର ଥିଲା କି ଗୋବିନ୍ଦ ସାହୁଙ୍କ କଲେଜ୍?। ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୂର୍ବରୁ ବନ୍ଧା ହୋଇଥିଲା ସୁପରିଟେଣ୍ଡଣ୍ଟ। କଲେଜ୍‌ ପରିସରରେ ସେକ୍ସ ସ୍କାଣ୍ଡାଲର ସାଂଘାତିକ୍ ଅଭିଯୋଗ। ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଆଡ୍ଡା ଥିଲା କଲେଜ କ୍ୟାମ୍ପସ? । ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର କଳଙ୍ଗିତ କାହାଣୀର ଫର୍ଦ୍ଦ ହୁଏତ ବହୁତ ଲମ୍ବା

author-image
Manasi Mohapatra
କଲେଜ ନା’ କଳଙ୍କର କେନ୍ଦ୍ର?

maxresdefault (10) (1)

କଲେଜ ନା’ କଳଙ୍କର କେନ୍ଦ୍ର?। ଅନୈତିକ କାମର କେନ୍ଦ୍ର ଥିଲା କି ଗୋବିନ୍ଦ ସାହୁଙ୍କ କଲେଜ୍?। ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୂର୍ବରୁ ବନ୍ଧା ହୋଇଥିଲା ସୁପରିଟେଣ୍ଡଣ୍ଟ। କଲେଜ୍‌ ପରିସରରେ ସେକ୍ସ ସ୍କାଣ୍ଡାଲର ସାଂଘାତିକ୍ ଅଭିଯୋଗ। ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଆଡ୍ଡା ଥିଲା କଲେଜ କ୍ୟାମ୍ପସ? । ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର କଳଙ୍ଗିତ କାହାଣୀର ଫର୍ଦ୍ଦ ହୁଏତ ବହୁତ ଲମ୍ବା

Advertisment

Odisha Reporter Mamita Murder Bolangir Odisha