Advertisment

ସରକାରଙ୍କ କବାଟ ବାଡ଼େଇଲେ ମହାତ୍ମା ଗାନ୍ଧୀ!

ସେତେବେଳେ ଇଂରେଜ କବଳରୁ ଭାରତକୁ ମୁକୁଳାଇବା ପାଇଁ ମୁକ୍ତି ଯୁଦ୍ଧ ଲଢ଼ିଥିଲେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀ ବାଇ। ଆଜି ସ୍ୱାଧୀନ ଦେଶର ଏକ ରାଜ୍ୟ ସରକାରଙ୍କୁ ହକ୍ ମାଗିବା ପାଇଁ ପୁଣି ଗାନ୍ଧୀ, ବୋଷ, ଲକ୍ଷ୍ମୀବାଇ କରୁଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।

author-image
Debendra Prusty
ସରକାରଙ୍କ କବାଟ ବାଡ଼େଇଲେ ମହାତ୍ମା ଗାନ୍ଧୀ!

gandhi

ସେତେବେଳେ ଇଂରେଜ କବଳରୁ ଭାରତକୁ ମୁକୁଳାଇବା ପାଇଁ ମୁକ୍ତି ଯୁଦ୍ଧ ଲଢ଼ିଥିଲେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀ ବାଇ। ଆଜି ସ୍ୱାଧୀନ ଦେଶର ଏକ ରାଜ୍ୟ ସରକାରଙ୍କୁ ହକ୍ ମାଗିବା ପାଇଁ ପୁଣି ଗାନ୍ଧୀ, ବୋଷ, ଲକ୍ଷ୍ମୀବାଇ କରୁଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।

Advertisment

Naveen Patnaik Odisha Govt Primary Teachers Mahatma Gadnhi